Spiritual Mantra Odia 1

Jibanara Sesa Bandhu Prabhu Jagannatha Lyrics



ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ ସେ à¬ª୍ରଭୁ ଜଗନ୍ନାଥ

ଜୀବନର ଶେଷ ଭୋକ ମିଟେ ନିର୍ମାଲ୍à­Ÿ ରେ

ଜୀବନର ଶେଷ ଶୋତ ତୁଳସୀ ଜଳ ରେ

ଜୀବନର ଶେଷ ଗୀତ ରାମ ନାମ ସତ୍à­Ÿ ହେ à¬°ାମ ନାମ ସତ୍à­Ÿ

ଜୀବନର ଶେଷ ବନ୍ଧୁ ....


ଜୀବନର ଶେଷ ଖେଳ ବଡ଼ ଦାଣ୍ଡ ରେ

ଜୀବନର ଶେଷ ନିଦ୍ରା ସ୍ୱର୍ଗ ଦ୍à­±ାରରେ

ଜୀବନର ଶେଷ ସ୍ୱପ୍ନ ନୀଳଚକ୍ର ନେତେ ସେ ନୀଳଚକ୍ର ନେତେ

ଜୀବନର ଶେଷ ବନ୍ଧୁ ....


ଜୀବନର ଶେଷ ଦୁଃଖ ପାପ ଅର୍ଜନ 

ଜୀବନର ଶେଷ ସୁଖ ପ୍ରଭୁ ଦର୍ଶନ

ଜୀବନର ଶେଷ ଲକ୍ଷ୍à­Ÿ ବନ୍ଧନ ରୁ ମୋକ୍ଷ ରେ à¬¬à¬¨୍ଧନ ରୁ ମୋକ୍ଷ 

ଜୀବନର ଶେଷ ବନ୍ଧୁ ....


Song: Jibanara Shesa Gita

Album: Baishi Pahacha

Singer: Namita Agrawal

Video Artist: Namita Agrawal 

Music Director: Manmath Mishra

Lyrics: Alekh Biswal

Video Director: Bobby Islam

Producer: Sitaram Agrawal

Music Label: Sidharth Music